ଦିଲ୍ଲୀରେ ବର୍ଷା: ଜଳବନ୍ଦୀ ହେଲା ରାସ୍ତାଘାଟ, ତାତିରୁ ମିଳିଲା ମୁକ୍ତି - ଜଳବନ୍ଦୀ ହେଲା ରାସ୍ତାଘାଟ
🎬 Watch Now: Feature Video

ନୂଆଦିଲ୍ଲୀ : ପ୍ରବଳ ବର୍ଷାରେ ବେହାଲ ହେଲା ଦିଲ୍ଲୀ । ଆଜି ଅପରାହ୍ନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ରାଜଧାନୀ ଦିଲ୍ଲୀରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା । ବର୍ଷାର ଧୂଆଁରେ ଦୂରକୁ କୌଣସି ରାସ୍ତାଘାଟ ଦେଖାନଯିବାରୁ କିଛି ସମୟ ଧରି ଯାନବାହନ ଅଟକି ରହିଥିଲା । ତେବେ ଏହି ବର୍ଷା ଯୋଗୁଁ ତାତିରୁ ଆଶ୍ବସ୍ତି ପାଇଛନ୍ତି ଦିଲ୍ଲୀବାସୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ