ଯୁବ ଚିତ୍ରଶିଳ୍ପୀଙ୍କ ଭିନ୍ନ କଳାକୃତି, ଦିଆସିଲି କାଠିରେ ଗଢିଲେ ନାଗା ମୂର୍ତ୍ତି

🎬 Watch Now: Feature Video

thumbnail
ପୁରୀ: ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜାର ଏକ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ । ଏହି ଗୋଷାଣୀ ପୂଜନ ମଧ୍ୟରେ ନାଗା ଉପାସନା ଏକ ନିଆରା ଉପାସନା । ଯାହା ବୀରର ପ୍ରତୀକକୁ ଦର୍ଶାଇଥାଏ । ସର୍ବଦା ଅନନ୍ୟ ଏବଂ ଭିନ୍ନ କଳାକୃତି ପ୍ରସ୍ତୁତ କରିବା ପାଇଁ ଆଗ୍ରହ ରଖୁଥିବା ପୁରୀର ଯୁବ ଚିତ୍ରଶିଳ୍ପୀ ଶ୍ବାସତ ରଞ୍ଜନ ସାହୁ ୪୭୨୭ ଟି ଦିଆସିଲି କାଠିରେ ନାଗା ମୂର୍ତ୍ତି ପ୍ରସ୍ତୁତ କରିଛି । ଏହାର ଉଚ୍ଚତା ମାତ୍ର ୨୨ ଇଞ୍ଚ ଓ ଚଉଡା ୧୪ ଇଞ୍ଚ ରହିଛି ଏବଂ ଏହି ନାଗା ମୂର୍ତ୍ତିକୁ ସମ୍ପୂର୍ଣ କରିବାକୁ ଶ୍ବାସତଙ୍କୁ ୨୩ ଦିନ ଲାଗିଛି । ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.