thumbnail

By

Published : May 20, 2020, 1:55 PM IST

ETV Bharat / Videos

ଅମ୍ଫାନ ପ୍ରଭାବରେ କଟକରେ ବର୍ଷା, ବିଦ୍ୟୁତ ସରବରାହ ପ୍ରଭାବିତ

କଟକ: ଜିଲ୍ଲାରେ ଅମ୍ଫାନର ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟା ସ୍ଥଳଭାଗ ଆଡକୁ ଯେତେ ପାଖେଇ ଆସୁଛି ପବନର ବେଗ ମଧ୍ୟ ସେତେ ବଢ଼ିବାରେ ଲାଗିଛି। ବର୍ଷାର ପ୍ରଭାବ ବଢିଥିଲେ ବି ସହରରେ ଜଳମଗ୍ନ ସ୍ଥିତି ଏପର୍ଯ୍ୟନ୍ତ ଉପୁଜି ନାହିଁ। ଯଦି ବର୍ଷା ଏପରି ଲାଗି ରୁହେ ତେବେ ସହରରେ ଜଳମଗ୍ନ ହେବାର ସମ୍ଭାବନା ରହିଛି । ଜଳମଗ୍ନ ସ୍ଥିତିର ମୁକାବିଲା ପାଇଁ ସହରରେ ପମ୍ପ ବ୍ୟବସ୍ଥା କରାଯାଇଛି । ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି। କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.