thumbnail

By

Published : Apr 18, 2022, 1:36 PM IST

ETV Bharat / Videos

ପରଲୋକରେ ପଦ୍ମଶ୍ରୀ ପ୍ରଫୁଲ କର, ଶୋକ ପ୍ରକାଶ କଲେ ରାଜନେତାଙ୍କଠୁ ଅଭିନେତା

ଭୁବନେଶ୍ବର: ଆଉ ନାହାନ୍ତି ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । 83 ବର୍ଷ ବୟସରେ ରବିବାର ବିଳମ୍ବିତ ରାତିରେ ତାଙ୍କର ବିୟୋଗ ହୋଇଛି । ତାଙ୍କର କାହା ସହିତ ପାରିବାରିକ ସମ୍ପର୍କ ଥିଲା ତ କାହା ସହିତ ସଙ୍ଗୀତ ସମ୍ପର୍କ । ତାଙ୍କ ନିଧନରେ ସ୍ତବ୍ଧ ହୋଇଛି ସଙ୍ଗୀତ ଜଗତ । ବହୁ ବିଶିଷ୍ଟ ବ୍ୟକ୍ତି ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ରାଜନେତାଙ୍କଠୁ ନେଇ ଅଭିନେତା ସମସ୍ତେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଆଜି ସ୍ବର୍ଗଦ୍ବାରରେ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.