ରାଜନୈତିକ ହିଂସା ପାଇଁ 2021ରେ କ୍ଷମତା ହରାଇବେ ମମତା ସରକାର: ବାବୁଲ ସୁପ୍ରିଓ

By

Published : Oct 31, 2020, 9:08 PM IST

thumbnail
ନୂଆଦିଲ୍ଲୀ: ବଲିଉଡ ଗାୟକ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ମମତା ସରକାରଙ୍କ ଦ୍ବାରା ଚାଲିଥିବା ରାଜନୈତିକ ହିଂସାକୁ ବିରୋଧ କରିଛନ୍ତି । ବାମପନ୍ଥୀ ପରେ ଏବେ ତୃଣମୂଳ କଂଗ୍ରେସ ରୋହିଙ୍ଗ୍ୟା ଓ ବାଂଲାଦେଶୀଙ୍କୁ ରଖି ଭୋଟ ବ୍ୟାଙ୍କ ରାଜନୀତି କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ଇଟିଭି ଭାରତର ବରିଷ୍ଠ ସାମ୍ବାଦିକା ଅନାମିକା ରତ୍ନା ସ୍ବତନ୍ତ୍ର ସାକ୍ଷାତକାରରେ ଅଧିକ ଆଲୋଚନା କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.