PM Modi JK Visit: ପ୍ରଦର୍ଶନୀରେ ହେଲେ ସାମିଲ, ପଞ୍ଚାୟତ ପ୍ରତିନିଧିଙ୍କ ସହ କଲେ ଆଲୋଚନା - କାଶ୍ମୀରରେ ପ୍ରଧାନମନ୍ତ୍ରୀ ମୋଦି

🎬 Watch Now: Feature Video

thumbnail

By

Published : Apr 24, 2022, 5:03 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ପାଲ୍ଲୀରେ ପ୍ରାୟ 20 ହଜାର କୋଟିର ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ପରେ ଏକ ପ୍ରଦର୍ଶନୀ ଉତ୍ସବରେ ମଧ୍ୟ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ । ପରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା ମଧ୍ୟ କରିଥିଲେ । ସାଙ୍ଗରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ରହିଥିଲେ । ସ୍ଥାନୀୟ ଅଞ୍ଚଳରେ ସୋଲାର ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ପାଲ୍ଲୀର ସ୍ଥାନୀୟ ବାସିନ୍ଦା । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.