thumbnail

By

Published : Aug 13, 2022, 4:34 PM IST

ETV Bharat / Videos

ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀଙ୍କ ମା ହୀରାବେନ

୭୫ତମ ସ୍ବାଧୀନତା ଦିବସ ପାଳନକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ଦେଶବାସୀଙ୍କ ମଧ୍ୟରେ ଅସମ୍ଭବ ଉତ୍ସାହ ଦେଖାଦେଇଛି । ହାତରେ ତ୍ରିରଙ୍ଗା ଧରି ହର ଘର ତ୍ରିରଙ୍ଗା ଅଭିଯାନରେ ଦେଶର ସମସ୍ତ ଭାଗରୁ ଲୋକେ ସାମିଲ ହେଉଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶତାୟୁ ମାଆ ହୀରାବେନ ମଧ୍ୟ ସାମିଲ ହୋଇଛନ୍ତି । ହୀରାବେନ ଆଜି ଅହମ୍ମଦାବାଦ ସ୍ଥିତ ନିଜ ବାସଭବନରେ କୁନି କୁନି ପିଲାଙ୍କୁ ତ୍ରିରଙ୍ଗା ବାଣ୍ଟିବା ସହ ତ୍ରିରଙ୍ଗା ଉଡାଇଛନ୍ତି । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.