ସମ୍ଭାବ୍ୟ କୋଭିଡ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ସ୍ୱାସ୍ଥ୍ୟ ମନ୍ତ୍ରୀ - odisha Preparation To Fight The Battle Against COVID

🎬 Watch Now: Feature Video

thumbnail

By

Published : Apr 28, 2022, 10:48 AM IST

ସମ୍ବଲପୁର: ବର୍ତ୍ତମାନ ଦେଶର କେତେକ ସ୍ଥାନରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଥିବା ବେଳେ ଏନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଏଥର ଆସିଥିବା କୋଭିଡ ଲହର ଓଡ଼ିଶାକୁ ଛୁଇଁବାର ଆଶଙ୍କା କମ ରହିଛି । ତଥାପି ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ମାସ୍କ ପିନ୍ଧିବା ସହ ଗାଇଡ ଲାଇନ ମାନିବାକୁ ପଡିବ ବୋଲି ସେ କହିଛନ୍ତି । ଏହାସହ ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ମଧ୍ୟ ରାଜ୍ୟସରକାର ପ୍ରସ୍ତୁତ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.