ହସ୍ପିଟାଲରେ ଅବ୍ୟବସ୍ଥା ନେଇ ଭିଡିଓ କରୁଥିଲେ ଯୁବକ, ବନ୍ଧକ ରଖି ନିସ୍ତୁକ ପିଟିଲେ ନର୍ସ - ଯୁବକଙ୍କୁ ମାଡ ମାରିଲେ ନର୍ସ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16673014-thumbnail-3x2-kjgkjg.jpg)
ପାଟନା: ଚାକିରି ଆବଶ୍ୟକ ହେଉଥିବା ମେଡିକାଲ ସାର୍ଟିଫିକେଟ ପାଇଁ ହସ୍ପିଟାଲ ଆସିଥିଲେ ଦୁଇ ଯୁବକ । ତେବେ କୌଣସି କାରଣରୁ ସାର୍ଟିଫିକେଟ ପାଇବାରେ ନିରାଶ ହେବା ଯୋଗୁ ସେମାନେ ହସ୍ପିଟାଲର ଅବ୍ୟବସ୍ଥା ନେଇ ଭିଡିଓ ଉତ୍ତୋଳନ କରିଥିଲେ । ଏହି ସମୟରେ ସେଠାରେ କାର୍ଯ୍ୟରତ କିଛି ନର୍ସ ଉଭୟ ଯୁବକଙ୍କୁ ଅଟକ ରଖିବା ସହ ନିସ୍ତୁକ ମାଡ ମାରିଥିଲେ (Nurses beat up youths in Chapra Sadar Hospital)। ଉଭୟଙ୍କୁ ଏକ କଠୋରୀରେ ବନ୍ଦ କରି ନର୍ସମାନେ ନିସ୍ତୁକ ମାଡ ମାରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଛାପରା ସଦର ହସ୍ପିଟାଲରେ । ଦେଖନ୍ତୁ ଭିଡିଓ