Dahi Handi Ritual, ନନ୍ଦ ଉତ୍ସବରେ ମସଗୁଲ ଗୁଜୁରାଟର ଶ୍ରଦ୍ଧାଳୁ - ଗୁଜୁରାଟରେ ଦହିହାଣ୍ଡି ପରମ୍ପରା
🎬 Watch Now: Feature Video
ଗାନ୍ଧୀନଗର: ଗୁଜୁରାଟ ସୁଟରରେ ଆଜି ବହୁ ଆଡ଼ମ୍ବରରେ ନନ୍ଦ ଉତ୍ସବ ପାଳନ ହେଉଛି । ଦୁଇ ବର୍ଷ ପରେ ଶ୍ରଦ୍ଧାଳୁ ଦହି ହାଣ୍ଡି ପରମ୍ପରାକୁ ପାଳିଛନ୍ତି । ଉଭୟ ମହିଳା ଓ ପୁରୁଷ ଗୋଷ୍ଠୀ ଏକତ୍ରିତ ହୋଇ ଦହି ହାଣ୍ଡି ଭାଙ୍ଗିବାକୁ ପ୍ରୟାସ କରୁଛନ୍ତି । ଏହାର ଏକ ଝଲକ ଗୁଜୁରାଟର ସୁରଟରେ ଦେଖିବାକୁ ମିଲିଥିଲା (dahi handi ritual celebrated in Surat ) । ଏହି କାର୍ଯ୍ୟକ୍ରମରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଦହିହାଣ୍ଡି ପରମ୍ପରାର ଲୁପ୍ତ ଉଠାଉଛନ୍ତି ।