ସୋସିଆଲ ମିଡିଆରେ ଭାଇରାଲ ହେଉଛି ନାରଦଙ୍କ ଝୁଲରେ ନିତାଇ ଝୁଲ ! - ପୌରାଣିକ କାର୍ଯ୍ୟକ୍ରମ ନୟାଗଡ

🎬 Watch Now: Feature Video

thumbnail

By

Published : Jun 30, 2022, 7:43 PM IST

ନୟାଗଡ: ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଲୋକପ୍ରିୟ ଗୀତ 'ଝୁଲରେ ଝୁଲ ନିତାଇ ଝୁଲ...' ସଂଗୀତ । ଏହି ଗୀତ ଗାଇ ଭାଇରାଲ ହେଉଛନ୍ତି ନାରଦ ଭୂମିକାରେ ଅଭିନୟ କରିଥିବା ନୟାଗଡ଼ ଜିଲ୍ଲା ଭାଟସାହି ପଞ୍ଚାୟତ କମଳାପାଟଣା ଗାଁର ପପୁନ ବିଶ୍ୱାଳ । ପପୁନଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା । ରାମ ନାଟକ ମଞ୍ଚରେ ପପୁନ ଗାଇଥିବା ଏହି ସଂଗୀତ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.