ପାର୍ଟ-୨ ଭିଡିଓ ସେୟାର କଲେ ଅନୁଭବ, ହାତ ଯୋଡି କହିଲେ ମତେ ବଞ୍ଚିବାକୁ ଦିଅ
🎬 Watch Now: Feature Video
କଟକ: ପୁଣି ସାମନାକୁ ଆସିଲା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡ଼ିଓ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ଅନୁଭବ ପ୍ରଥମ ଭିଡ଼ିଓ ଛାଡ଼ିବା ପରେ ପୁଣି ଏହି ଭିଡ଼ିଓ ସେୟାର କରିଛନ୍ତି । ପ୍ରଥମ ଭିଡ଼ିଓରେ ସେ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଫ୍ୟାନ୍ସଙ୍କ ସହିତ ଅନେକ କଥା ସେୟାର କରିଥିଲେ । ଏହି ଭିଡ଼ିଓରେ ସେ ପତ୍ନୀ ବର୍ଷାଙ୍କୁ ହାତ ଯୋଡ଼ିଛନ୍ତି । ବର୍ଷା ତାଙ୍କୁ ବଦନାମ କରିଛନ୍ତି ବୋଲି ସେ କହିଛନ୍ତି । ଶୁଣନ୍ତୁ ଅନୁଭବ ପାର୍ଟ-୨ ଭିଡ଼ିଓରେ କଣ କହୁଛନ୍ତି... କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ