୪୦ ଫୁଟ୍ ଗଭୀର କୂଅରେ ପଡିଗଲେ ବ୍ୟକ୍ତି, ଦେଖନ୍ତୁ କିପରି ଜୀବନ ବଞ୍ଚାଇଲା ଅଗ୍ନିଶମ ବିଭାଗ - ଗଭୀର କୂଳରୁ ଯୁବକ ଉଦ୍ଧାର

🎬 Watch Now: Feature Video

thumbnail

By

Published : Jun 9, 2022, 7:43 AM IST

କଟକ: ଗାଁରେ ବୁଲୁଥିବା ବେଳେ ୪୦ ଫୁଟର ଏକ ଗଭୀର କୂଅରେ ପଡିଗଲେ ବ୍ୟକ୍ତି । ଦୀର୍ଘ ସମୟର ଅପରେସନ ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଏହି ବ୍ୟକ୍ତି ହେଉଛନ୍ତି କଟକ ଆଠଗଡ଼ ଅନ୍ତର୍ଗତ ରାଧା ଦର୍ଶନପୁର ଗାଁର 45 ବର୍ଷୀୟ ଭରତ ଚନ୍ଦ୍ର ପ୍ରଧାନ । ଭରତଙ୍କୁ ଉଦ୍ଧାର କରାଯିବା ପରେ ଆଠଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୁଧବାର ଅପରାହ୍ନ ପ୍ରାୟ 3ଟା ବେଳେ ଭରତ ନିଜ ଗାଁରେ ଥିବା ଏହି ଗଭୀର କୂଅ ମଧ୍ୟରେ ଖସି ପଡିଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଏକ ଟିମ୍ ତାଙ୍କୁ ଉଦ୍ଧାର କରିଛି । ତେବେ କିପରି ଥିଲା ଏହି ଉଦ୍ଧାର କାର୍ଯ୍ୟ ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.