RathaJatra: ଜନ୍ମବେଦୀକୁ ବିଜେ କଲେ ବଡ଼ଭାଇ ବଳଭଦ୍ର - Ratha Yatra
🎬 Watch Now: Feature Video

ପୁରୀ: ମସ୍ତକରେ ଟାହିଆ, ପାରମ୍ପରିକ ବାଦ୍ୟର ତାଳେ ତାଳେ ପ୍ରଭୁ ଶ୍ରୀ ବଳଭଦ୍ର ଗୋଟି ପହଣ୍ଡିରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରୁଛନ୍ତି । ଜନ୍ମବେଦୀକୁ ବିଜେ କଲେ ବଡ଼ଭାଇ ବଳଭଦ୍ର । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଲା ଖଣ୍ଡମଣ୍ଡଳ ।