thumbnail

Niladri Bije: ସଭା ଶେଷରେ ରତ୍ନବେଦୀକୁ ବାହୁଡିଲେ ପ୍ରଭୁ ଜଗନ୍ନାଥ

By

Published : Jul 12, 2022, 11:11 PM IST

ପୁରୀ: ନଅ ଦିନର ଯାତ୍ରା ପରେ ଆଜି ରତ୍ନବେଦୀକୁ ବାହୁଡିଛନ୍ତି କଳା ସାଆନ୍ତେ । ଆଗେ ଆଗେ ବଡ଼ ଭାଇ ବଳଭଦ୍ର ମଝିରେ ସାନ ଭଉଣୀ ମା' ଶୁଭଦ୍ରାଙ୍କ ପରେ ସଭା ଶେଷରେ ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି କାଳିଆ ଠାକୁର । ମହାଲକ୍ଷ୍ମୀ ମାନ ଭଞ୍ଜନ କରିବା ପାଇଁ ସାଙ୍ଗରେ ଆଣିଛନ୍ତି ରସଗୋଲା ଓ ପାଟ ଶାଢୀ । ରସଗୋଲା ଖୁଆଇ ମା' ଲକ୍ଷ୍ମୀଙ୍କୁ ମନାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ପ୍ରଭୁ ଜଗନ୍ନାଥ । ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ଅଭିମୁଖେ କଳା ଠାକୁର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.