Niladri Bije: ଆଗେ ଆଗେ ଶ୍ରୀମନ୍ଦିରରେ ପ୍ରବେଶ କଲେ ବଡ଼ ଠାକୁର ବଳଭଦ୍ର - ବଡ଼ ଠାକୁର ବଳଭଦ୍ରଙ୍କ ଗୋଟି ପହଣ୍ଡି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15806977-thumbnail-3x2-balabhadra.jpg)
ପୁରୀ: ନଅ ଦିନର ଯାତ୍ରା ପରେ ରତ୍ନବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ରତ୍ନବେଦୀକୁ ତିନି ଠାକୁର ବିଜେ କରିବେ । ପ୍ରଥମ ମଦନମୋହନ ଓ ରାମକୃଷ୍ଣଙ୍କୁ ଗୋଟି ପହଣ୍ଡିରେ ନିଆଯିବା ପରେ ସୁଦର୍ଶନ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ଏହାପରେ ଗୋଟି ପହଣ୍ଡିରେ ଆସୁଛନ୍ତି ବଡ଼ ଠାକୁର ବଳଭଦ୍ର । ଏହି ଦୀର୍ଘ ୯ ଦିନର ଯାତ୍ରାର ଶେଷ ଦିନ ହେଉଛି ନୀଳାଦ୍ରି ବିଜେ । ଇଟିଭି ଭାରତ, ପୁରୀ