LIVE Accident Video: CCTVରେ କଏଦ ହେଲା ଦୁର୍ଘଟଣାର ଲୋମଟାଙ୍କୁରା ଦୃଶ୍ୟ - ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଦୃଶ୍ୟ

🎬 Watch Now: Feature Video

thumbnail

By

Published : May 23, 2022, 9:14 AM IST

ହାଇଦ୍ରାବାଦ: ଏମିତି ବି ଆସେ ମୃତ୍ୟୁ । ଝିଅକୁ ସ୍କୁଲ ଛାଡ଼ି ଘରକୁ ଫେରିବା ବେଳେ ବାଟରେ ଛପିଥିଲା ମୃତ୍ୟୁ। ଚାଲିଗଲା ଶିକ୍ଷକଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ତେଲେଙ୍ଗାନାର ଖମାମ ସହରରେ । ବ୍ୟକ୍ତି ଜଣକ ବାଇକ ଯୋଗେ ନିଜ ଝିଅକୁ ସ୍କୁଲ ଛାଡ଼ିବା ପାଇଁ ଆସିଥିଲେ । ଫେରିବା ବାଟରେ ୟୁଟର୍ନ ନେଲାବେଳେ ପଛରୁ ଦୃତଗତିରେ ଆସୁଥିବା କାରଟି ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସିସିଟିଭି ଫୁଟେଜରେ ଦୁର୍ଘଟଣାର ଛାତିଥରା ଦୃଶ୍ୟ ରେକର୍ଡ ହୋଇଛି। ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.