Landslide in Uttarakhand: ଧସିଲା ପାହାଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - ଉତ୍ତରାଖଣ୍ଡର ଭୁସ୍ଖଳନ ଭିଡିଓ

🎬 Watch Now: Feature Video

thumbnail

By

Published : Apr 28, 2022, 11:08 PM IST

ଡେରାଡୁନ: ଉତ୍ତରାଖଣ୍ଡର ଚାମୋଲିରେ ଭୂସ୍ଖଳନ । ଚମୋଲି-ବଦ୍ରିନାଥ ରାଜପଥର ବାଲଦାଡା ନିକଟରେ ଭୂସ୍ଖଳନ ଘଟିଛି । ଭୂସ୍ଖଳନର ସମ୍ପୂର୍ଣ୍ଣ ଦୃଶ୍ୟ ଜଣେ ଯାତ୍ରୀଙ୍କ କ୍ୟାମେରାରେ କଏଦ ହୋଇଛି । ସୌଭାଗ୍ୟବଶତଃ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି । ଚମୋଲି-ବଦ୍ରିନାଥ ହାଇଓ୍ବେରେ ଯାତାୟତ ପ୍ରଭାବିତ ହୋଇଛି । ଦେଖନ୍ତୁ କିପରି ଥିଲା ପାହାଡ ଧସିବାର ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.