ଭୂସ୍ଖଳନରେ ଫସିଗଲେ ଯୁବତୀ, ଦେଖନ୍ତୁ ଉଦ୍ଧାର ସମୟର ଭିଡିଓ - ସିମଲା ଭୂସ୍ଖଳନ
🎬 Watch Now: Feature Video

ସିମଲା: ହିମାଚଳ ପ୍ରଦେଶରେ ମୌସୁମୀର ଆଗମନ ପରଠୁ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ଓ ସଡକ ଦୁର୍ଘଟଣାମାନ ଘଟୁଛି । ଆଜି(ବୁଧବାର) ରାଜଧାନୀ ସିମଲାର ଏକ ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ଭୂସ୍ଖଳନ ହୋଇଛି । ଏହି ସମୟରେ ରାସ୍ତାକଡରେ ଶୋଇଥିବା ତିନି ଜଣ ଯୁବତୀ ମାଟି ପଥର ଆବର୍ଜନା ତଳେ ଫସି ଯାଇଛନ୍ତି । ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥାର ଗୁରୁତର ରହିଛି । ଭୂସ୍ଖଳନ ପରେ ଉଦ୍ଧାର ସମୟର ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।