Suna Besha: ଚାଲିଛି ସୁନାବେଶ ନୀତି, ଦୁର୍ଲଭ ଦର୍ଶନ ଦେବେ ଦାରୁବ୍ରହ୍ମ - ସୁନାବେଶ ନୀତି
🎬 Watch Now: Feature Video

ପୁରୀ: ରଥ ଉପରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ମହଣ ମହଣ ସୁନା ଅଳଙ୍କାରରେ ସୁସଜ୍ଜିତ ହେବେ ଦାରୁବ୍ରହ୍ମ । ଦିବ୍ୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ ।