thumbnail

କୁମାର ପୂର୍ଣ୍ଣିମାରେ ଚଳଚଞ୍ଚଳ ବ୍ରହ୍ମପୁର, ତାସ୍‌ ଖେଳ ସାଙ୍ଗକୁ ଜମୁଛି ନାଚଗୀତର ଆସର

By

Published : Oct 9, 2022, 8:24 PM IST

ଆଜି ହେଉଛି କୁମାର ପୂର୍ଣ୍ଣିମା । କାର୍ତ୍ତିକଙ୍କ ପରି ସୁନ୍ଦର ବର ପାଇବା ପାଇଁ କୁମାରୀ ଝିଅମାନେ ରଖିଥାନ୍ତି ଏହି ବ୍ରତ । କୁମାର ପୂର୍ଣ୍ଣିମା ଆସିଲେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଜମିଥାଏ ତାସଖେଳର ଆସର । ଗୋଟିଏ ସ୍ଥାନରେ ପରିବାର ବର୍ଗ ବସି ଖେଳିଥାନ୍ତି ଭଳିକି ଭଳି ତାସ ଖେଳ । ବ୍ରହ୍ମପୁରରେ କଣ ରହିଛି ମାହୋଲ ସେନେଇ କୁମାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.