ଜମୁଛି ବେଣୁ ମଉସାଙ୍କ ପ୍ରଚାର, କିନ୍ନର ମାଗିଲେ ଭୋଟ - ବାଲେଶ୍ଵର ସଦର ଉପନିର୍ବାଚନ ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9368023-thumbnail-3x2-bls.jpg)
ବାଲେଶ୍ଵର: ସଦର ଉପନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ସମର୍ଥନର ସୁଅ ଛୁଟୁଛି। ପାଖରେ ସମ୍ବଳ ନଥିବାରୁ ତାଙ୍କୁ ବିଭିନ୍ନ ଆଡୁ ସହଯୋଗର ହାତ ବଢିଛି। ତାଙ୍କ ପାଇଁ ଯାତ୍ରା କଳାକାର, ସମାଜସେବୀ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି। ଆଜି ସେହିପରି ଯାଜପୁର କିନ୍ନର ସଂଘ ପକ୍ଷରୁ ବେଣୁଧରଙ୍କ ପାଇଁ ପ୍ରଚାର କରିଛି। ସହରର ବିଭିନ୍ନ ଅଞ୍ଚଳ ବୁଲାଇ ବେଣୁଧରଙ୍କ ପାଇଁ ଭୋଟ ମାଗିଛନ୍ତି କିନ୍ନର। ଏନେଇ ବାଲେଶ୍ବରରେ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ