ଏକ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ଗଜରାଜ - ଗଜରାଜ
🎬 Watch Now: Feature Video

ଥିରୁଅନନ୍ତପୁରମ: କୂଅରେ ପଡିଲା ହାତୀ । ପ୍ରାୟ ଏକ ଘଣ୍ଟାର ଅପରେସନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ଗଜରାଜ । ଏପରି ଘଟଣା ଦେଖିବାକୁ ମିଳିଛି କେରଳର ଏରନାକୁଲମ ଜିଲ୍ଲାରେ । ଦେଖନ୍ତୁ ହାତୀକୁ ଉଦ୍ଧାର ସମୟର ଦୃଶ୍ୟ...