thumbnail

By

Published : Jun 3, 2022, 10:08 PM IST

ETV Bharat / Videos

Target Killings: କଡ ଲେଉଟଉଛି ଇତିହାସ ! ଆତଙ୍କୀ ଆକ୍ରମଣରେ ଭିଟାମାଟି ଛାଡୁଛନ୍ତି କାଶ୍ମୀର ପଣ୍ଡିତ

ଶ୍ରୀନଗର: ଜମ୍ମୁରେ ଗତ କିଛି ଦିନ ହେଲା ସାଧାରଣ ଜନତାଙ୍କୁ ଟାର୍ଗେଟ କରି ଆସୁଛନ୍ତି ଆତଙ୍କବାଦୀ । ଆତଙ୍କାବାଦୀଙ୍କ ବାରମ୍ବାର ଆକ୍ରମଣରେ ଭୟଭୀତ ହୋଇ ପୁଣି ନିଜ ବାସସ୍ଥଳୀ ଛାଡ଼ିବା ଆରମ୍ଭ କରିଛନ୍ତି କାଶ୍ମୀର ପଣ୍ଡିତ । ଗତକାଲି ବୁଦଗାମର ଚଦୁରା ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା ପରେ ଅନେକ କାଶ୍ମୀର ପଣ୍ଡିତ ପରିବାର ଜମ୍ମୁକୁ ପଳାୟନ କରିଛନ୍ତି । ଚଦୁରାରେ କିଛି ବାହାରର ଶ୍ରମିକ ରହି କାମ କରୁଥିବା ଜଣାପଡ଼ିବା ପରେ ଆତଙ୍କବାଦୀମାନେ ସେଠାରେ ସେମାନଙ୍କ ଉପରକୁ ଗୁଳି ଚାଳନା ଆରମ୍ଭ କରି ଦେଇଥିଲେ । ଏହି ଘଟଣା ଜାଣିବା ପରେ ସେନା ତୁରନ୍ତ ସେଠାରେ ପହଞ୍ଚିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.