thumbnail

By

Published : Jul 29, 2022, 6:36 PM IST

ETV Bharat / Videos

Rashtrapatni Remark: ଅଧୀରଙ୍କ କୁଶପୁତ୍ତଳିକା ଦାହ କଲା କଳାହାଣ୍ତି ବିଜେପି

ଭବାନୀପାଟଣା: କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ନେଇ ଦେଇଥିବା ବୟାନକୁ ନେଇ ତେଜୁଛି ବିବାଦ । ଅଧିର ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ’ସମ୍ବୋଧିତ କରିବା ଏବେ ତାଙ୍କ ପାଇଁ ମହଙ୍ଗା ପଡିଛି । ଯାହାକୁ ସଂସଦରୁ ସଡକ ପର୍ଯ୍ୟନ୍ତ ବିରୋଧ କରିଛି ବିଜେପି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହି ଅଧୀର ରଞ୍ଜନ ଦେଶର ପ୍ରଥମ ନାଗରିକଙ୍କୁ ଅପମାନ କରିଥିବା କହିଛି ବିଜେପି । ଏନେଇ କଳାହାଣ୍ତି ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ଧର୍ମଗଡ଼ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଅଧୀର ରଞ୍ଜନ ଚୌଧୁରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ବିଜେପି କର୍ମୀ । ଇଟିଭି ଭାରତ, କଳାହାଣ୍ତି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.