ଝାଡଖଣ୍ଡରେ ରିସର୍ଟ ପଲିଟିକ୍ସ, ମିଟିଂ ପରେ ମୁଖ୍ୟମନ୍ତ୍ରୀଙ୍କ ଘରୁ ବାହାରିଲେ ବିଧାୟକ

By

Published : Aug 27, 2022, 4:23 PM IST

Updated : Aug 27, 2022, 4:29 PM IST

thumbnail
ରାଞ୍ଚି: ଝାଡଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ୟୁପିଏ ବିଧାୟକ ଏବଂ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ (CM House in Ranchi)ରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟି ଆଲୋଚନା କରିଛନ୍ତି (Bus took out MLAs from CM House) । ଆଲୋଚନା ପରେ ଏହି ବିଧାୟକମାନେ ଫେରିଥିବା ସୂଚନା ମିଳିଛି । ୩ଟି ବସରେ ପ୍ରାୟ ୩୭ ବିଧାୟକ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସହ ଆଲୋଚନା ସାରି ଫେରିଥିବା ସୂଚନା ମିଳିଛି । ଦେଖନ୍ତୁ ଭିଡିଓ
Last Updated : Aug 27, 2022, 4:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.