ସାରା ଜୀବନ ସମାଜସେବା ମୋର ବ୍ରତ: ଚିନ୍ମୟୀ - କିନ୍ନର ଚିନ୍ମୟୀଙ୍କ ସାକ୍ଷାତକାର
🎬 Watch Now: Feature Video

ଭୁବନେଶ୍ବର: କୋରୋନା ସଂକ୍ରମଣ ଭୟରେ ହଜିଯାଉଛି ମାନବିକତା । ଏଭଳି ସ୍ଥଳେ କୋରୋନା ରୋଗୀଙ୍କୁ ସହଯୋଗର ହାତ ବଢାଇଛନ୍ତି କିନ୍ନର ଚିନ୍ମୟ ଦାସ । ନିକଟରେ ସେ ଜଣେ କୋରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କରି ଚର୍ଚ୍ଚାକୁ ଆସିଛନ୍ତି । ଚିନ୍ମୟୀଙ୍କ ଏଭଳି କାର୍ଯ୍ୟ ପାଇଁ ସବୁ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Jun 5, 2021, 10:39 PM IST