Gujarat flood: ସ୍ଥିତି ଅଣାୟତ, ନଦୀକୂଳରୁ 16 ଜଣଙ୍କୁ ଏୟାରଲିଫ୍ଟ କଲେ କୋଷ୍ଟଗାର୍ଡ

By

Published : Jul 12, 2022, 11:14 AM IST

thumbnail
ଗାନ୍ଧୀନଗର: ବନ୍ୟାରେ ବେହାଲ ଗୁଜୁରାଟ । ରାଜ୍ୟର ଅନେକ ଜିଲ୍ଲା ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ସେନା, NDRF ଓ SDRF ସମେତ କୋଷ୍ଟଗାର୍ଡ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ବନ୍ୟାଗ୍ରସ୍ତ ବଲସାଦ ଜିଲ୍ଲାରେ ଲୋ-ଭିଜିବିଲିଟି ଓ ପ୍ରତିକୂଳ ପାଗ ସତ୍ତ୍ବେ ମଧ୍ୟ ଅମ୍ବିକା ନଦୀ କୂଳରେ ଫସିଥିବା 16 ଜଣଙ୍କୁ ଏୟାରଲିଫ୍ଟ କଲା କୋଷ୍ଟଗାର୍ଡ ହେଲିକପ୍ଟର । ଦେଖନ୍ତୁ କିପରି ଥିଲା ଉଦ୍ଧାର ପ୍ରକ୍ରିୟା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.