thumbnail

By

Published : Jun 18, 2020, 3:53 AM IST

ETV Bharat / Videos

ଭାରତ ଚୀନ ମୁହାଁମୁହିଁ ନେଇ ବୈଦେଶିକ ନୀତି ବିଶେଷଜ୍ଞଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଅନ୍ତର୍ଜାତୀୟସ୍ତରରେ ଭାରତର କୂଟନୈତିକ ପ୍ରଭାବ ବଢୁଛି, ସେଥିପାଇଁ ଚୀନ ଖପ୍ପା। ଦୃଢ଼ ଜବାବ ଦେଇଛନ୍ତି ଭାରତୀୟ ସେନା। ଲଦାଖରେ ଭାରତୀୟ ସୈନିକ ଚୀନ ସେନାର ଦୃଢ଼ ଜବାବ ଦେଇଛନ୍ତି । ଶାନ୍ତି ପାଇଁ ସହମତି ହେବା ଆବଶ୍ୟକ। ଦୁଇ ଦେଶର ସୀମାରେ ଶାନ୍ତି ଫେରାଇ ଆଣିବା ଏବେ ଉଭୟ ଦେଶର ମୁଖ୍ୟ ଆଭିମୁଖ୍ୟ ହେବା ଆବଶ୍ୟକ। ଖାଲି ଚୀନ ନୁହେଁ ନେପାଳ ମଧ୍ୟ ସୀମା ପାର ନୀତି ଭଙ୍ଗ କରୁଛନ୍ତି। ଏଭଳି ସମୟରେ ଭାରତ ନିଜର ପରାକାଷ୍ଠା ଦେଖାଇ ଅନ୍ତର୍ଜାତୀୟ ସ୍ତରରେ ନିଜର ପାରିବା ପଣିଆର ଉଦାହରଣ ଗତ ଲଦାଖରେ ଦେଖାଇଛନ୍ତି । ଏ ନେଇ ବୈଦେଶିକ ନୀତି ବିଶେଷଜ୍ଞ ଡ. ପ୍ରଶାନ୍ତ ସାହୁଙ୍କ ସହିତ ଆମ ଭୁବନେଶ୍ବର ସମ୍ବାଦଦାତା ଆଲୋଚନା କରିଛନ୍ତି । ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.