Bihar Politics: ଖସୁଛି ନୀତିଶଙ୍କ ଲୋକପ୍ରିୟତା: ପ୍ରଶାନ୍ତ କିଶୋର - ବିହାର ରାଜନୀତିକୁ ନେଇ ପ୍ରଶାନ୍ତ କିଶୋରଙ୍କ ମନ୍ତବ୍ୟ
🎬 Watch Now: Feature Video
ପାଟନା: ବିହାରରେ ଅଷ୍ଟମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏନଡିଏ ମେଣ୍ଟରୁ ବାହାରି ମହାମେଣ୍ଟରେ ସାମିଲ ହୋଇଛନ୍ତି ନୀତିଶ । ରାଜ୍ୟରେ ନୂଆ ସରକାର ଗଠନ ହେବାପରେ ନୂଆ ସରକାରକୁ ନେଇ ମୁହଁ ଖୋଲିଛନ୍ତି ବିଶିଷ୍ଟ ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ପ୍ରଶାନ୍ତ କହିଛନ୍ତି ନୂଆ ସରକାରରେ ତାଙ୍କର କୌଣସି ଭୂମିକା ନାହିଁ । ନିଜ କାମରେ ସେ ଲାଗିଛନ୍ତି । ଏହା ସହ ନୀତିଶଙ୍କ ଭବିଷ୍ୟତ ଅତୀତକୁ ନେଇ ଅନେକ କଥା କହିଛନ୍ତି । ଯଦି ପ୍ରଶାନ୍ତଙ୍କ ଭବିଷ୍ୟତବାଣୀ ସତ ହୁଏ, ତେବେ ଆଗକୁ ନୀତଶଙ୍କ ପାଇଁ ବଢିପାରେ ବିପଦ ।
Last Updated : Aug 10, 2022, 6:10 PM IST