ନୟାପଲ୍ଲୀ ଦୁର୍ଗା ମଣ୍ଡପରେ ଭକ୍ତଙ୍କ ଖଚାଖଚ ଭିଡ, ମନମୋହୁଛି ନିଆରା ତୋରଣ - ମନମୋହୁଛି ନିଆରା ତୋରଣ
🎬 Watch Now: Feature Video
ଭୁବନେଶ୍ବର: ପବିତ୍ର ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପରେ ମା'ଙ୍କୁ ଦର୍ଶନ କରି ବିଭୋର ଶ୍ରଦ୍ଧାଳୁ । ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସଭ୍ୟତାର ଆଲୋକରେ ମାଆର ଋଣ ରହିଛି ଚଳିତ ବର୍ଷ ନୟାପଲ୍ଲୀ ପୂଜା ମଣ୍ଡପର ଥିମ । ଏନେଇ ନୟାପଲ୍ଲୀ ପୂଜା ମଣ୍ଡପରୁ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ ।