thumbnail

ଗୀତର ତାଳେ ତାଳେ ନାଚିଲେ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର

By

Published : Aug 19, 2022, 2:22 PM IST

ସିମଲା ହାତ ହଲାଇ ଅଣ୍ଟା ଭାଙ୍ଗି ନାଚିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ଲୋକଗୀତ ତାଳେ ତାଳେ ନାଚିଲେ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ । ଜୁବାଲ କୋଠାଇରେ ଲୋକନୃତ୍ୟ ନାଟିରେ ଜୟରାମ ଠାକୁରଙ୍କୁ ନାଚୁଥିବାର ହେଖିବାକୁ ମିଳିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.