ETV Bharat / bharat

ରାଶିଫଳ: ଶତ୍ରୁଙ୍କୁ ପରାଜିତ କରିବେ ଏହି ରାଶି, କେଉଁମାନଙ୍କ ପାଇଁ ଆଜି ଅନୁକୂଳ ରହିବ ? - DAILY HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ହେବେ ଲାଭବାନ ? କେଉଁମାନେ ହେବେ ସୌଭାଗ୍ୟଶାଳୀ । ଜାଣିବା ପାଇଁ ପଢ଼ନ୍ତୁ ଆଜିର ରାଶିଫଳ ।

Rashifal Prediction
Rashifal Prediction (ETV Bharat)
author img

By ETV Bharat Odisha Team

Published : Jan 28, 2025, 6:53 AM IST

ମେଷ: ଆଜି ଆପଣ କାମ ଓ ପରିବାର ମଧ୍ୟରେ ସନ୍ତୁଳନତା ରକ୍ଷା କରିବାକୁ ଚେଷ୍ଟା କରିବେ । ଆପଣଙ୍କ ପିଲାମାନେ ଏହା କରିବାକୁ ପାଇଁ ଆପଣଙ୍କୁ ପ୍ରବର୍ତ୍ତାଇ ପାରନ୍ତି । କାର୍ଯ୍ୟସ୍ଥଳର ବ୍ୟସ୍ତତା ସମୟ ଅତିବାହିତ କରିବା ପରେ ଆପଣ ଘରେ ପିଲାମାନଙ୍କୁ ଟଙ୍କା ବିଷୟରେ କିଛି ଶିକ୍ଷା ଦେଇପାରନ୍ତି ।

Rashifal Prediction
Rashifal Prediction (ARIES)

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଅପରାହ୍ନରେ ଆପଣ ଖୁସି ଓ ଖୋଲା ମନ ହୋଇ ବଞ୍ଚିବେ । ସନ୍ଧ୍ୟା ସମୟରେ ଆପଣଙ୍କ ମନ ବେଶ ଖୁସି ରହିବ । ଆପଣ ପ୍ରିୟଜନଙ୍କ ପ୍ରତି ଧ୍ୟାନ ଦେବେ । ଆୟର ନୂତନ ଉତ୍ସ ମିଳିବ । ବିବାହ ଯୋଗ ରହିଛି । ଶତ୍ରୁ ପରାଜିତ କରିବେ ।

Rashifal Prediction
Rashifal Prediction (TAURUS)

ମିଥୁନ: ଆପଣଙ୍କ ପେଶାଦାର ଆବଶ୍ୟକତାଠାରୁ ଆପଣଙ୍କ ବ୍ୟକ୍ତିଗତ ଜୀବନ ଅଧିକ ଗୁରୁତ୍ଵପୂର୍ଣ୍ଣ ବୋଲି ଆପଣ ଆଜି ଅନୁଭବ କରିବେ । ସେଥିପାଇଁ ଆପଣ ନିଜ ପରିବାର ସଦସ୍ୟ ଓ ସେମାନଙ୍କ ଆବଶ୍ୟକତାଗୁଡିକ ଉପରେ ଅଧିକ ଧ୍ୟାନ ଦେବେ । ଦିନଟି ହସ ଉଲ୍ଲାସରେ ଭରିଯିବ । ସୁସ୍ବାଦୁ ଖାଦ୍ୟ ଖାଇବେ । ଭ୍ରମଣରେ ଯାଇପାରନ୍ତି ।

Rashifal Prediction
Rashifal Prediction (GEMINI)

କର୍କଟ: ବ୍ୟକ୍ତିଗତ, ପେଶାଗତ କିମ୍ୱା ସାମାଜିକ, ପ୍ରତ୍ୟେକ କ୍ଷେତ୍ରରେ ଆପଣ ପ୍ରଭାବଶୀଳ ରହିବେ । ବିପୁଳ ଅର୍ଥ ଲାଭ ହେବ । ପେଶାଦାରଙ୍କ ପାଇଁ ପଦୋନ୍ନତି ଏବଂ ଦରମାରେ ବୃଦ୍ଧି ମଧ୍ୟ ହୋଇପାରେ । ଆଜି କୌଣସି ପ୍ରକାର ଭୁଲ ହେବନାହିଁ । କାର୍ଯ୍ୟର ଗୁଣବତ୍ତାରେ କମ୍‌ ନହୋଇ ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମାପ୍ତ ହୋଇପାରିବେ । ଫଳରେ ଅଫିସ୍‌ର ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବେ ।

Rashifal Prediction
Rashifal Prediction (CANCER)

ସିଂହ: ଆଜି, ସମସ୍ତ ଦୃଷ୍ଟିକୋଣରୁ ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ଅଛନ୍ତି । ଘରେ, ପରିବେଶ ବନ୍ଧୁତ୍ୱପୁର୍ଣ୍ଣ ଏବଂ ଶାନ୍ତ ରହିବ ଏବଂ ଅଫିସରେ ପରିବେଶ ଅନୁକୂଳ ରହିବ । ଆଜି ଜଙ୍କ୍‌ ଏବଂ ରେଷ୍ଟୁରାଣ୍ଟ୍‌ ଖାଦ୍ୟଠାରୁ ଦୂରେଇ ରହନ୍ତୁ । ଫଳରେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବ୍ୟବସାୟୀମାନଙ୍କ ପାଇଁ ଲାଭଦାୟକ ହେବ ଏବଂ ଭଲ ଭାଗ୍ୟ ଆଣିଦେବ ।

Rashifal Prediction
Rashifal Prediction (LEO)

କନ୍ୟା: ଆଜିର ଦିନ ଅସୁବିଧା ଏବଂ କଷ୍ଟ ଭରା ରହିପାରେ । ଯଦି ଆପଣ ମନ, ଶରୀର ଏବଂ ମନୋବୃତ୍ତି ଆଶାବାଦୀ ରଖିବାରେ ସଫଳ ହେବେ, ତେବେ ଆଜିର ସମସ୍ତ ପ୍ରତିବନ୍ଧକ ଅତିକ୍ରମ କରିପାରିବେ । ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଏକ ପରୀକ୍ଷାର ଦିନ ରହିବ । ଆପଣଙ୍କର ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପରିବାର ସଦସ୍ୟଙ୍କ ଯଶହାନୀ ହୋଇପାରେ । ଟଙ୍କା ଅତ୍ୟଧିକ ଖର୍ଚ୍ଚ ହୋଇପାରେ । ତେଣୁ ପରିପକ୍ୱତାର ସହିତ ସମସ୍ୟା ସମାଧାନ କରନ୍ତୁ ଏବଂ ପ୍ରତ୍ୟେକ ପଦକ୍ଷେପରେ ସତର୍କତା ଅବଲମ୍ବନ କରନ୍ତୁ ।

Rashifal Prediction
Rashifal Prediction (VIRGO)

ତୁଳା: ସମସ୍ତ ଆରମ୍ଭ ଭଲରେ ଶେଷ ହୋଇ ନଥାଏ । ଯଦି ଆପଣ ନୂଆ କାର୍ଯ୍ୟ କିମ୍ୱା ନୂଆ ପ୍ରକଳ୍ପ ଆରମ୍ବ କରିବାକୁ ଚିନ୍ତା କରୁଛନ୍ତି, ତେବେ ସକାଳ ସମୟରେ ହିଁ ଆରମ୍ଭ କରନ୍ତୁ, ଏହା ଫଳପ୍ରଦ ହୋଇପାରେ । କାରଣ, ଅପରାହ୍ନରେ ଆପଣ ଶାରିରୀକ ଏବଂ ମାନସିକ ଭାବରେ କ୍ଲାନ୍ତ ଅନୁଭବ କରିପାରନ୍ତି । ଏଭଳି କାର୍ଯ୍ୟ ଆପଣ ଆରମ୍ଭ କରିବେ ନାହିଁ ଯାହାକି ଆପଣଙ୍କ ପାଇଁ କଷ୍ଟଦାୟକ ଏବଂ ମନରେ ଷ୍ଟ୍ରେସ୍‌ ଦେବ ।

Rashifal Prediction
Rashifal Prediction (LIBRA)

ବିଛା: ଆଜିର ଦିନ ହତାଶରେ ଆରମ୍ଭ ହେବାର ସମ୍ଭାବନା ରହିଛି । ସକାଳ ସମୟ ସବୁ ଦୃଷ୍ଟିକୋଣରୁ କଷ୍ଟକର ହୋଇପାରେ । ବିଶେଷ ଭାବରେ ପେଶାଦାର ଦୃଷ୍ଟିକୋଣରୁ । ଅଧିକ କାର୍ଯ୍ୟଭାର ଏବଂ ଆଶାନୁରୁପ ଫଳ ପ୍ରାପ୍ତ ନକରିବା ଆପଣଙ୍କ ଉତ୍ସାହକୁ କମ୍‌ କରିଦେବ । ସନ୍ଧ୍ୟା ବେଳକୁ ପରିସ୍ଥିତିରେ ଉନ୍ନତି ହେବ । ଘରେ ଆପଣ କଳହ ଏବଂ ଅର୍ଥହୀନ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ ।

Rashifal Prediction
Rashifal Prediction (SCORPIO)

ଧନୁ: ଆପଣଙ୍କ ପାଇଁ ଆଜିର ଦିନ ସାଧାରଣ ରହିବ । ଦିନର ପ୍ରଥମ ଭାଗରେ ଖୁସୀ ଏବଂ ସନ୍ତୁଷ୍ଟିର ବର୍ଷା ହେବ । କିନ୍ତୁ ଦିନର ଦ୍ୱିତୀୟ ଭାଗରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆର୍ଥିକ ଲାଭ, ସାମାଜିକ ପରିଦର୍ଶନ ଏବଂ ମନ୍ଦିରକୁ ଯାତ୍ରା ହେବାର ସମ୍ଭାବନା ରହିଛି । ଦ୍ୱିତୀୟ ଭାଗ ଆପଣଙ୍କ ପାଇଁ ସହାୟକ ଏବଂ ସାହାଯ୍ୟକାରୀ ହେବ ।

Rashifal Prediction
Rashifal Prediction (SAGITTARIUS)

ମକର: ଆଜି କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରୁଥିଲେ ଆପଣଙ୍କ ମନ ପ୍ରାଣ ସବୁ ଲଗାଇ ଦିଅନ୍ତୁ । ଏପରି ନିଷ୍ଠା ଦ୍ଵାରା ଆପଣ ସଫଳତା ପାଇବେ । ଆପଣ ସବୁ ଶକ୍ତି ଖର୍ଚ୍ଚ କରିଦେବେ, ସେଥିପାଇଁ ଆପଣଙ୍କୁ ସମର୍ପଣର କଳା ଶିଖିବାକୁ ପଡିବ । ଏହା କେବଳ ଆପଣଙ୍କ କାନ୍ଧରୁ ଚାପ କମାଇବ ତାହା ନୁହେଁ, ଶେଷ ଫଳାଫଳର ପରିମାଣ ମଧ୍ୟ ବଢିବ । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।

Rashifal Prediction
Rashifal Prediction (CAPRICORN)

କୁମ୍ଭ: ଆଜି ଆପଣ ଉପରସ୍ଥ ଅଧିକାରୀମାନଙ୍କ କ୍ରୋଧର ଶିକାର ହୋଇପାରନ୍ତି । ସେଥିପାଇଁ ସତର୍କ ରୁହନ୍ତୁ । ଆପଣଙ୍କ ସହକର୍ମୀମାନେ ଆପଣଙ୍କୁ ସମର୍ଥନ ଦେବେ ନାହିଁ । ଅପମାନିତ ହେଇପାରନ୍ତି । ସେଥିପାଇଁ ଆଜି ନିରବ ରୁହନ୍ତୁ । ସନ୍ଧ୍ଯା ସମୟରେ ଆପଣ ଆଶ୍ବସ୍ତୀ ଅନୁଭବ କରିବେ । ବୁଲାବୁଲି କରିବାକୁ ଯାଇ ମନରୁ ଦୁଃଶ୍ଚିନ୍ତା ଦୂର କରିବେ ।

Rashifal Prediction
Rashifal Prediction (AQUARIUS)

ମୀନ: ଆଜି ଆପଣ ଯେଉଁ ଟଙ୍କା କାରବାର କରିବେ ସେଥିରେ ଠିକ ଭାବେ ହିସାବ ଓ ମୂଲ୍ୟାୟନ କରନ୍ତୁ । କାର୍ଯ୍ୟରେ ଆପଣଙ୍କ ବେଗ କମାନ୍ତୁ । କାରଣ ପରେ ଅଧିକ ବିଳମ୍ଵ ହୋଇଯାଇପାରେ । ସନ୍ଯା ସମୟରେ ଆପଣ କିଣାକିଣିରେ କିମ୍ଵା ଲଳିତ କଳାର ପ୍ରଶଂସାରେ ନିଜକୁ ସମ୍ପୃକ୍ତ କରିପାରନ୍ତି । ରାଜନୀତି ସହ ଜଡିତ ବ୍ୟକ୍ତି ସଫଳ ହେବେ ।

Rashifal Prediction
Rashifal Prediction (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.