ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା, ରାସ୍ତା ଉପରେ ବନ୍ୟା ଜଳ ଦେଖନ୍ତୁ ଭିଡିଓ... - ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ରାସ୍ତା ଉପରେ ବନ୍ୟା ଜଳ
🎬 Watch Now: Feature Video
ବିଜୟୱାଡା: ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟର କ୍ରିଷ୍ଣା ଜିଲ୍ଲାର ମୁନେରୁ ନଦୀରୁ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ଜଳସ୍ତର ବୃଦ୍ଧି ଯୋଗୁଁ ନଦୀର ବନ୍ୟା ଜଳ ରାସ୍ତା ଉପରେ 5ଫୁଟ ବାହାରିଛି । ଫଳରେ ଲୋକଙ୍କ ଯାତାୟତରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଦେଖନ୍ତୁ ଭିଡିଓ...
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ
TAGGED:
ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା