Watch: କୋଲ୍ଲିଦମ ଡ୍ୟାମରୁ ନିଷ୍କାସିତ ହେଉଛି ବନ୍ୟା ଜଳ

By

Published : Aug 6, 2022, 6:38 PM IST

thumbnail
ତାମିଲନାଡୁ: ତାମିଲନାଡୁ କୋଲ୍ଲିଦମ ଡ୍ୟାମରୁ ନିଷ୍କାସିତ ହେଉଛି ଲକ୍ଷ ଲକ୍ଷ କ୍ୟୁସେକ ବନ୍ୟା ଜଳ । କାବେରୀ ନଦୀ ଉପରେ ନିର୍ମିତ ଏହି ଡ୍ୟାମରେ ଜଳର ଇନ ଫ୍ଲୋ ବଢିବା ପରେ ଆରମ୍ଭ ହୋଇଛି ଜଳ ନିଷ୍କାସନ । ଦେଖନ୍ତୁ ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.