ଚାଲିଛି ବିଘ୍ନ ବିନାଶକଙ୍କ ଆବାହନ, ଆଲୋକ ମାଳରେ ଝଲସୁଛି କଳାହାଣ୍ଡି

By

Published : Aug 31, 2022, 10:32 PM IST

thumbnail
କଳାହାଣ୍ଡି : ଆଜି ବିଘ୍ନ ବିନାଶକ ଭଗବାନ ଗଣେଶଙ୍କ ପୂଜା । ଏଥିପାଇଁ ଚିକମିକ ଅଲୋକରେ ଝଲସି ଉଠିଛି କଳାହାଣ୍ଡି ଜିଲ୍ଲା । ଉତ୍ସବ ମୁଖର କଳାହାଣ୍ଡି । ପୂଜା ମଣ୍ଡପରେ ଠାରୁ ଆରମ୍ଭ କରି ବିଦ୍ୟାଳୟ ସବୁଠି ଆଦି ଦେବଙ୍କ ଆରାଧନାରେ ବିଭୋର ହୋଇଛନ୍ତି ସଭିଁଏ । ପବିତ୍ର ଗଣେଶ ଚତୁର୍ଥୀ ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ବିଦ୍ୟାଦାତାଙ୍କ ଆବାହନ କରାଯାଉଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍କୁଲ ମାନଙ୍କରେ ମଧ୍ୟ ଗଣେଶଙ୍କ ପୂଜାର୍ଚ୍ଚନା ବେଶ ଧୁମଧାମରେ କରାଯାଇଛି । ସେପଟେ ବିଭିନ୍ନ ପୂଜାମଣ୍ଡପ ଗୁଡ଼ିକରେ ମଧ୍ୟ ଗଜାନନଙ୍କ ଆବାହନକୁ ନେଇ ଜୋରଦାର ଆୟୋଜନ କରାଯାଇଛି । ଇଟିଭି ଭାରତ, କଳାହାଣ୍ତି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.