ହିମ ଚାଦରରେ ଘୋଡେଇ ହୋଇଛି ହିମାଚଳ, ଦେଖନ୍ତୁ - Fresh snowfall in shimla
🎬 Watch Now: Feature Video

ଶିମଲା: ଅସହ୍ୟ ଜାଡ ମାଡରେ ଥରୁଛି ହିମାଚଳ ପ୍ରଦେଶ । ଉତ୍ତର ଭାରତରେ ତୁଷାରପାତ ରହିଥିବା ବେଳେ ହିମାଚଳ ପ୍ରଦେଶର ମନାଲିରେ ଋତୁର ପ୍ରଥମ ତୁଷାରପାତ ଆରମ୍ଭ ହୋଇଛି । ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଞ୍ଚଳ । ଏଠାରେ ସର୍ବନିମ୍ନ ତାପମାତ୍ରା ଦୁଇରୁ ଚାରି ଡିଗ୍ରୀ ହ୍ରାସ ପାଇଛି। ଏପଟେ ଅତ୍ୟଧିକ ତୁଷାରପାତ ଯୋଗୁଁ ସୋଲାଙ୍ଗନାଲା ଯିବାକୁ ପର୍ଯ୍ୟଟକଙ୍କୁ ମନା କରାଯାଇଥିବା ବେଳେ ଆଜି ଯାନବାହନ ଚଳାଚଳ ବନ୍ଦ ରହିଛି । ଦେଖନ୍ତୁ ଭିଡିଓ