ଶାସନ ଦାମୋଦର ପଞ୍ଚାୟତରେ ପଶିଲା ଭାର୍ଗବୀର ବନ୍ୟାଜଳ - ପୁରୀ ବନ୍ୟା ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8612113-thumbnail-3x2-collagejpeg.jpg)
ପୁରୀ: ମହାନଦୀରେ ବନ୍ୟାଜଳ ଆସିବା ପରେ ଭାର୍ଗବୀ ନଦୀ ଫୁଲିବାରେ ଲାଗିଛି। ବନ୍ୟାଜଳ ଏବେ ତଳିଆ ଅଞ୍ଚଳରେ ପ୍ରବେଶ କରିଛି । ଯେଉଁଥିରେ ପୁରୀ ସଦର ବ୍ଲକ ଶାସନ ଦାମୋଦର ପଞ୍ଚାୟତ ପ୍ରଭାବିତ ହୋଇଛି। ଫଳରେ ନୂଆଗାଁ, ଉତ୍ତର କଣା ଯୋଗାଯୋଗ ବିଛିନ୍ନ ହୋଇଛି। ତେବେ ପୁରୀ ସଦର ବ୍ଲକ ଶାସନ ଦାମୋଦର ପଞ୍ଚାୟତରେ ଭାର୍ଗବୀ ନଦୀ ବନ୍ୟା ଜଳ ପ୍ରବେଶ ପରେ କଣ ରହିଛି ସେଠାକାର ସ୍ଥିତି ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ପୁରୀ ପ୍ରତିନିଧି ଶକ୍ତି ପ୍ରସାଦ ମିଶ୍ର ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ