ବନ୍ୟାରେ ବେହାଲ ସିଲଭରସିଟି, ଟଲିରେ ବୁହା ହେଲା ଫ୍ରିଜ ସ୍କୁଟି - ଟଲିରେ ବୁହା ହେଲା ଫ୍ରିଜ ସ୍କୁଟି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16131372-thumbnail-3x2-hj.jpg)
ମହାନଦୀ ଓ କାଠଯୋଡ଼ିରେ କମିଛି ଜଳସ୍ତର । ମାତ୍ର ସହର ମଧ୍ୟରେ ପଶିଥିବା ବନ୍ୟାଜଳ ଲୋକଙ୍କୁ ଅଣାୟତ କଲାଣି । ଫଳରେ ଜୀବନ ବଞ୍ଚାଇବା ସହ ଆସବାପତ୍ର ଗୁଡିକ ସ୍ଥାନାନ୍ତରଣ କରୁଛନ୍ତି ବନ୍ୟା ପୀଡିତ । କଟକ କାଠଯୋଡ଼ି ବିହାର ବସ୍ତିରେ ଜଣେ ବ୍ୟକ୍ତି, ଏକ ଟ୍ରଲି ସାହାଯ୍ୟରେ ପ୍ରାୟ ୪ ଫୁଟ ପାଣିରେ ନିଜ ଘରୁ ଏକ ସ୍କୁଟି ଓ ଏକ ଫ୍ରିଜ ଆଣୁ ଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ପ୍ରାୟ ୩ ଜଣ ବ୍ୟକ୍ତି ଘର ଭିତରୁ ପ୍ରିଜ ଓ ସ୍କୁଟି ବାହର କରି ଅନ୍ୟସ୍ଥାନକୁ ଟ୍ରଲିରେ ନେଇଯାଉଥିବା ଦେଖିବାକୁ ମିଳିଛି ।