ବୈଶାଖୀ ପର୍ବ: ସ୍ବର୍ଣ୍ଣ ମନ୍ଦିରରେ ଆତସବାଜି ପ୍ରଦର୍ଶନ - ଆତଶବାଜି ପ୍ରର୍ଦଶନ
🎬 Watch Now: Feature Video
ଚଣ୍ତିଗଡ: ପଞ୍ଜାବରେ ଆରମ୍ଭ ହୋଇଛି ବୈଶାଖୀ ପର୍ବ । ଏ ଅବସରରେ ଅମୃତସରରେ ଥିବା ସ୍ବର୍ଣ୍ଣ ମନ୍ଦିରର ଅତି ସୁନ୍ଦର ଭାବେ ସଜାସଜ୍ଜି କରାଯାଇଛି । ଏହାସହ ଆତସବାଜି ମଧ୍ୟ ପ୍ରଦର୍ଶନ କରାଯାଇଛି ।