‘ଡିଜାଷ୍ଟର ବିଟ୍ ସାମ୍ବାଦିକଙ୍କ ପାଇଁ ଜୀବନବୀମା କରନ୍ତୁ ଗଣମାଧ୍ୟମ ସଂସ୍ଥା’ - ଡିଜିଟାଲ ଡାଇଲଗ ଇଟିଭି ଭାରତ
🎬 Watch Now: Feature Video
ଭୁବନେଶ୍ବର: ସାମ୍ବାଦିକ ଟିଏ ଖବର ଦେବା ଦରକାର । ଖବର ହେବା ଅନୁଚିତ। କିନ୍ତୁ... ସାମ୍ବାଦିକଟିଏ ରିସ୍କ ନେବାର ସୀମା ରହିବା ଜରୁରୀ । କାରଣ ଜଣେ ସାମ୍ବାଦିକ ପଛରେ ପ୍ରଥମେ ପରିବାର ଥାଏ । ପରେ ସଂସ୍ଥା । ଜୀବନ ଥିଲେ ସବୁବଳେ ଭଲ ଭଲ ଖବର ଦର୍ଶକଙ୍କୁ ଦେଇପାରିବେ । IIMC ଢେଙ୍କାନାଳ ମଧ୍ୟ ସବୁ ଛାତ୍ରଙ୍କୁ ଏହା ଶିକ୍ଷା ଦେଇଥାଏ । ସାମ୍ବାଦିକ ଟିଏ ରିସ୍କ ନେବା ଉଚିତ ହେଲେ ତାହା ସୀମା ଭିତରେ ରହିବା ଜରୁରୀ ବୋଲି କହିଛନ୍ତି ଢେଙ୍କାନାଳ ଭାରତୀୟ ଜନ ସଂଞ୍ଚାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର...
ଭୁବନେଶ୍ବରରୁ ବ୍ୟୁରୋ ଚିଫ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ ଓଡିଶା