Digital Dialogue: ମେକ୍ ଇନ ଓଡିଶା ବହୁଜନ ହିତାୟ ନୁହେଁ: ପଞ୍ଚାନନ କାନୁନଗୋ - ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ
🎬 Watch Now: Feature Video
ଭୁବନେଶ୍ବର: ଦେଶର ବିବିଦ୍ଧତା ମଧ୍ୟରେ ଏକତା ବଜାୟ ରଖିବା, ବିଦ୍ବେଷ ଭାବ ଦୂର କରି ଦେଶକୁ ସଂଗଠିତ କରିବା ଉଦ୍ଦେଶ୍ୟ ହେଉଛି ଭାରତଯୋଡ ଲକ୍ଷ୍ୟ । ଏହା ସଫଳ ହେବ । କଂଗ୍ରେସକୁ ସଶକ୍ତ କରିବ । ଓଡିଶା କଂଗ୍ରେସରେ କୌଣସି ଦଳୀୟ କନ୍ଦଳ ନାହିଁ । ଆଗାମୀ ଦିନରେ ରାଜ୍ୟ କଂଗ୍ରେସ ଏକାଠି ହୋଇ ଲଢିବ । ରାଜ୍ୟରେ କ୍ଷମତା ଦଖଲ କରିବ । ନିଜ ପାଇଁ ନିର୍ବାଚନ ଲଢିବି ନାହିଁ । ଦଳକୁ ସୁଦୃଢ ପାଇଁ ଲଢିବି । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ (Former Finance Minister Panchanan Kanungo)। ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।