2023ରେ କାର୍ଯ୍ୟକ୍ଷମ ହେବ ସାର କାରଖାନା, ନିଯୁକ୍ତି ପାଇବେ 10 ହଜାର - କେନ୍ଦ୍ର କୋଇଲା ସାର ସଚିବ ଛବିଳେନ୍ଦ୍ର ରାଉଳ
🎬 Watch Now: Feature Video

‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି କେନ୍ଦ୍ର କୋଇଲା ସାର ସଚିବ ଛବିଳେନ୍ଦ୍ର ରାଉଳ। ୨୦୨୩ ମସିହା ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ମୂଳକ ଭାବେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛବିଳେନ୍ଦ୍ର । ଏହା ସହ କାରଖାନା ଯଦି କାର୍ଯ୍ୟକ୍ଷମ ହୁଏ ତେବେ ପ୍ରାୟ 10 ହଜାର ନିଯୁକ୍ତି ପାଇବା ସହ ଦୈନିକ ଏଠାରୁ ବାର୍ଷିକ ୧.୨୭ ମିଲିୟନ ଟନ ନିମ ଆସ୍ତରଣ ୟୁରିଆ ଉତ୍ପାଦନ ହେବା ନେଇ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି କେନ୍ଦ୍ର ସାର ସଚିବ ।