thumbnail

By

Published : Apr 30, 2022, 8:13 PM IST

ETV Bharat / Videos

VIRAL VIDEO: ୮ ବର୍ଷର ଝିଅକୁ ଘୋଷାରି ଘୋଷାରି ନିର୍ଦ୍ଧୁମ ପିଟିଲା ପିତା

ଚଣ୍ଡିଗଡ଼: କୁହାଯାଏ ଶିଶୁମାନେ ନିର୍ବୋଧ ହୋଇଥାନ୍ତି । ବୟସ ବଢିବା ସହିତ ପ୍ରତିଟି ଘଟଣାରୁ ସେମାନେ ଶିକ୍ଷା ଲାଭ କରନ୍ତି । ସେମାନଙ୍କର ଶିଖିବା ବୟସ ହୋଇଥିବାରୁ ପିତାମାତାଙ୍କଠୁ ଆରମ୍ଭ କରି ଗୁରୁଜନ ତାଙ୍କୁ ଭଲମନ୍ଦ ସମ୍ପର୍କରେ ଅବଗତ କରାନ୍ତି । ହେଲେ ଏଠାରେ ନିଜ ୮ ବର୍ଷର ଶିଶୁକନ୍ୟାକୁ ନିଷ୍ଠୁରତାର ସହିତ ନିର୍ଦ୍ଧୁମ ପିଟୁଛି ପିତା । ଯାହାକି ସମସ୍ତଙ୍କୁ କରିଛି ବିଚଳିତ । ଏକ କପଡ଼ାରେ କୁନିଝିଅର ବେକକୁ ଚାପୁଥିବାବେଳେ ମାଡ ମାରୁଛି । ଏହାପରେ ଗୋଟିଏ ବାଡ଼ିରେ ମଧ୍ୟ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ଏହି ଘଟଣା ପଞ୍ଜାବ ଭଟିଣ୍ଡା ଜିଲ୍ଲାର ରାମପୁର ଗ୍ରାମରେ ଘଟିଛି । ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.