thumbnail

By

Published : May 3, 2022, 6:04 PM IST

ETV Bharat / Videos

ଭାଇଚାରାର ସହରରେ ଭାଇଚାରାର ପର୍ବ, ନମାଜ ପଢିଲେ ଓ ମୁବାରକବାଦ ଦେଲେ

କଟକ: କଟକ ସହରରେ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଛି ଇଦ୍‌ ପର୍ବ । ମୁସଲିମ୍‌ ସମ୍ପ୍ରଦାୟର ବଡ଼ ପର୍ବ ଇଦ୍‌ ଆଜି କଟକର ସମସ୍ତ ମସଜିଦ୍‌ରେ ବେଶ ଆନନ୍ଦରେ ସହ ପାଳିତ ହୋଇଛି । କଟକ ଡିସିପି ସହରର ସମସ୍ତ ମସଜିଦ୍‌ରେ ପହଞ୍ଚି ଆଇନ ଶୃଙ୍ଖଳା ସ୍ଥିତି ଯାଞ୍ଚ କରିଥିଲେ । ଏଥିସହ କଟକ ସହରରେ ସମସ୍ତ ମସଜିଦ୍‌ରେ ଶାନ୍ତି ଶୃଙ୍ଖଳାରେ ଇଦ୍‌ ପର୍ବ ପାଳିତ ହୋଇଛି । ଆଜି ଇଦ୍‌ ପର୍ବ ପାଳନ ବେଶ ସୂଚାର ରୂପେ ହୋଇଛି ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.