କାଶୀ ବିଶ୍ବନାଥ ମନ୍ଦିରରେ ମହାଦେବଙ୍କୁ ଜଳଲାଗି କରୁଛନ୍ତି ଭକ୍ତ

🎬 Watch Now: Feature Video

thumbnail

By

Published : Jul 18, 2022, 10:31 AM IST

Updated : Jul 18, 2022, 10:50 AM IST

ଲକ୍ଷ୍ନୌ: ଆଜି ଶ୍ରାବଣ ମାସ ପ୍ରଥମ ସୋମବାର ( Sawan month 2022)। ଏଥିଲାଗି କାଶୀ ବିଶ୍ବନାଥ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । କାଉଡିଆମାନେ ପ୍ରଭୁ ବିଶ୍ବନାଥଙ୍କ ଜ୍ୟୋତିର୍ଲିଙ୍ଗରେ ଜଳଲାଗି କରୁଛନ୍ତି । ସକାଳୁ ଲମ୍ବା ଧାଡ଼ିରେ ଠିଆ ହୋଇ ପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଦୁଇ ବର୍ଷପରେ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା କୋହଳ ହେବାପରେ ଭକ୍ତମାନେ ମହାଦେବଙ୍କ ସାନିଧ୍ୟ ଲାଭ କରିଛନ୍ତି ।
Last Updated : Jul 18, 2022, 10:50 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.