ସିଲଭର ସିଟି ସଟଡାଉନ, କଡାକଡି ଚେକିଂ - ସିଲଭର ସିଟି ସଟଡାଉନ, କଡାକଡି ଚେକିଂ
🎬 Watch Now: Feature Video

କଟକ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସିଲଭର ସିଟିରେ ଜାରି ରହିଛି ସଟଡାଉନ । ସଟଡାଉନକୁ ଅଧିକ କଡାକଡି କରାଯାଇଛି । ପ୍ରତି ଛକରେ ପୋଲିସ ପଇଁତରା ମାରୁଥିବାବେଳେ, ଅମାନିଆ ଗାଡି ଚାଳକଙ୍କୁ ସାବାଡ ମଧ୍ୟ କରୁଛି । ରବିବାର କଟକରେ 11 ପଜେଟିଭ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 998ରେ ପହଞ୍ଚିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ