କଟକରେ ବେଲଗାମ କୋରୋନା, ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ - ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8254036-thumbnail-3x2-ctc-jp.jpg)
କଟକ: ସିଲଭର ସିଟିରେ ବେକାବୁ କୋରୋନା । କଟକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଶୁକ୍ରବାର କଟକରେ 54 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଯାହାକୁ ନେଇ ସହରବସୀ ଆତଙ୍କିତ ହୋଇପଡିଥିବା ବେଳେ ସିଏମସି ପାଇଁ ଚିନ୍ତା ବଢିଯାଇଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ