ଭାରତ ହିନ୍ଦୁ ରାଷ୍ଟ୍ର ହେଲେ ଦେଶରୁ ଦୁର୍ନୀତିର ଅନ୍ତ ହେବ: ଜଗତଗୁରୁ ଶଙ୍କରାଚାର୍ଯ୍ୟ - ଭାରତ ହିନ୍ଦୁ ରାଷ୍ଟ୍ର ହେଲେ ଦେଶରୁ ଦୁର୍ନୀତି ଅନ୍ତ ହେବ

🎬 Watch Now: Feature Video

thumbnail

By

Published : Jul 8, 2022, 10:29 PM IST

କଟକ: କଟକ ଜରିପଡ଼ା ଠାରେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ସେ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବା ନେଇ ନିଜର ଅଭିଯାନ ବାବଦରେ ସୂଚନା ଦେଇଥିଲେ । ଭାରତ ହିନ୍ଦୁ ରାଷ୍ଟ୍ର ହେଲେ ଦେଶରୁ ଦୁର୍ନୀତି ଓ ଭ୍ରଷ୍ଟାଚାରର ଅନ୍ତ ଘଟିବ ଏବଂ ଭାରତ ନିଜକୁ ହିନ୍ଦୁ ରାଷ୍ଟ ଘୋଷଣା କରିବା ପରେ ବିଶ୍ବର 15ଟି ଦେଶ ନିଜକୁ ହିନ୍ଦୁ ରାଷ୍ଟ ଭାବେ ଘୋଷଣା କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଶଙ୍କରାଚାର୍ଯ୍ୟ । ତେବେ ଏହି ଉଦ୍ଦେଶ୍ୟ ନେଇ ସେ ଗତ 9 ମାସ ହେଲା ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଆସୁଛନ୍ତି ବୋଲି ମଧ୍ୟ ସେ କହିଥିଲେ । ଇଟିଭି ଭାରତ, କଟକ

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.