ଦ୍ବିତୀୟ ଦିନରେ ସେବାୟତଙ୍କ କୋରୋନା ଟେଷ୍ଟ - କୋରୋନା ଟେଷ୍ଟ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-7993190-thumbnail-3x2-puri-jp.jpg)
ପୁରୀ: ରଥ କାମରେ ନିୟୋଜିତ ଥିବା ସେବାୟତଙ୍କ ତୃତୀୟ ପର୍ଯ୍ୟାୟର ଦ୍ବିତୀୟଦିନର କୋରୋନା ଟେଷ୍ଟ ଆରମ୍ଭ ହୋଇଛି । ଏହା ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ । ସେବାୟତମାନେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଏହି କୋଭିଡ ଟେଷ୍ଟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ବୋଲି କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ